Search This Blog

ଲାଲ୍ ପାଣ୍ଡା (Red Panda)

 


ଲାଲ୍ ପାଣ୍ଡା ବା କେଟ୍ ବିଅର୍ ଏକ ସ୍ତନ୍ୟପାୟୀ ପ୍ରାଣୀ ଅଟେ । ଲାଲ୍ ପାଣ୍ଡା ଜାଏଣ୍ଟ ପାଣ୍ଡା ଭଳି ବିଶାଳ ନୁହେଁ । ଏହା ଶାକାହାରୀ ଅଟେ । ଏହାର ଲମ୍ବ ୫୦ ରୁ ୬୦ cm ଅଟେ। ଓଜନ 4ରୁ 5 କିଲୋଗ୍ରାମ। ଏମାନେ ସାଧାରଣତଃ ଫଳ, ଚେର, ବାଉଁଶ ଗୁଣ୍ଡ, ବିରି, ବିଭିନ୍ନ ଉଦ୍ଭିଦ ଏବଂ ପକ୍ଷୀ ଅଣ୍ଡା ଖାଆନ୍ତି। ଏମାନେ ସାଧାରଣତଃ ରାତିରେ ସକ୍ରିୟ ଥାଆନ୍ତି ଏବଂ ଦିନରେ ଗଛ ଉପରେ ଶୋଇ ରୁହନ୍ତି । ଏହି ଜୀବ ଚିନ୍ ର ଦକ୍ଷିଣ ଭାଗ, ସିକ୍କିମ, ନେପାଳ ଏବଂ ହିମାଳୟର ଉଚ୍ଚ ଗଛରେ ବାସ କରନ୍ତି ।

Post a Comment

0 Comments