Search This Blog

Proboscis monkey (ଅଦ୍ଭୁତ ମର୍କଟ ପ୍ରୋବସିସ


 ପ୍ରୋବୋସିସ ମାଙ୍କଡ଼ ବା ଲମ୍ବା ନାକ ଥିବା ମାଙ୍କଡ଼ ଦକ୍ଷିଣ ପୂର୍ବ ଏସିଆର ବୋର୍ଣିଓ ଦ୍ଵୀପରେ ଦୃଷ୍ଟିଗୋଚର ହୁଏ। ଏମାନେ ସାଧାରଣତଃ ଲୁଣି ଜଙ୍ଗଲ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ବାସ କରନ୍ତି। ଏହି ମାଙ୍କଡ଼ର ରଙ୍ଗ ନାଲି ବାଦାମୀ ଓ ପାଉଁଶିଆ ମିଶ୍ରିତ ଅଟେ । ଏମାନେ ଓରଙ୍ଗ ଓଟାଙ୍ଗ ପ୍ରଜାତିର ମାଙ୍କଡ଼ମାନଙ୍କଠାରୁ ସୃଷ୍ଟି । 

ଏମାନେ ଦଳବଦ୍ଧ ଭାବେ ବାସ କରିବାକୁ ଭଲ ପାଆନ୍ତି । ଏମାନେ ମୁଖ୍ୟତଃ କଞ୍ଚା ଫଳ , ଛୋଟ ପତ୍ର , ଫୁଲ ,ମଞ୍ଜି ଏବଂ କୀଟ ପତଙ୍ଗ ଖାଇ ବଞ୍ଚନ୍ତି। ଏମାନେ ମୁଖ୍ୟତଃ ଇଣ୍ଡୋନେସିଆର ସମସ୍ତ ଜଙ୍ଗଲରେ ଦେଖାଯାଆନ୍ତି । 

Post a Comment

0 Comments