Search This Blog

ଜାପାନର ବୁଢ଼ୀଆଣୀ କଙ୍କଡ଼ା (Japanese Spider Crab)



ଜାପାନର ଏକ ଅଦ୍ଭୁତ ଆଉ ବିଶାଳ କଙ୍କଡ଼ା ଦେଖିବାକୁ ମିଳେ
ଯାହାର ନାମ ଜାପାନ ବୁଢିଆଣି କଙ୍କଡ଼ା । ଏହା ଦେଖିବାକୁ ବୁଢିଆଣି ପରି ଆଉ ତାର ଗୋଡ଼ ଗୁଡିକ ବହୁତ ଲମ୍ବା । ତେଣୁ ଏହାର ନାମ ଏପରି ରଖାଯାଇଛି ।

ଏହି କଙ୍କଡ଼ାର ଲମ୍ବ ପ୍ରାୟ 3.8 ମିଟର ଆଉ ଓଜନ ପ୍ରାୟ 19 କି.ଗ୍ରା । ଏହା ମୁଖ୍ୟତଃ ମୃତ ପ୍ରାଣୀମାନଙ୍କୁ ଖାଇଥାଏ ଆଉ 100 ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ । ଏହା ହେଉଛି ଦୁନିଆର ସବୁଠାରୁ ବଡ଼ କଙ୍କଡ଼ା ଆଉ ଏହି କଙ୍କଡ଼ା ଦ୍ୱାରା ପ୍ରତିଦିନ ଜାପାନର ଧୀବରମାନେ କ୍ଷତ ବିକ୍ଷତ ହେଇଥାନ୍ତି ।

Post a Comment

0 Comments