About the Poet :
Poem
Rabindranath Tagore (1861-1941) was born in Kolkata on 7th May
1861. He was a great poet, painter, patriot, playwright, novelist, storyteller,
philosopher and educationist. The common theme in his writing is nature.
Nature left a deep-seated impression on him. He was enchanted by nature.
It inculcated a sense of freedom in him. It is also the inner voice of his
poetry. He became the first Asian to win the Nobel Prize for Literature in
1913 for his collection of poems, “Gitanjali”. He is also well known for his
contribution to art and music.
When storm-clouds rumble in the sky and June
showers come down,
The moist east wind comes marching over the
heath to blow its bagpipes among the bamboos.
Then crowds of flowers come out of a sudden,
from nobody knows where, and dance upon
the grass in wild glee.
Mother, I really think the flowers go to school
underground.
They do their lessons with doors shut, and if
they want to come out to play before it is time,
their master makes them stand in a corner.
When the rains come they have their holidays.
Branches clash together in the forest, and the
leaves rustle in the wild wind, the thunder-clouds
clap their giant hands and the flower children
rush out in dresses of pink and yellow and white.
Do you know, Mother, their home is in the sky,
where the stars are.
Haven’t you seen how eager they are to get there?
Don’t you know why they are in such a hurry?
Of course, I can guess to whom they raise their arms;
they have their mother as I have my own.
Word Meaning-
Storm- clouds- ଝଡ଼ ମେଘ
rumble- ଗର୍ଜନ
showers- ବର୍ଷା
heath- ଖୋଲା ପଡ଼ିଆ
moist- ଆର୍ଦ୍ର
marching- ମାର୍ଚ୍ଚ
Bagpipes- ବାଉଁଶରେ ତିଆରି ବାଦ୍ୟଯନ୍ତ୍ର
bamboos- ବାଉଁଶ
glee- ଚମକ
underground- ଭୂତଳ
clash- ସଂଘର୍ଷ
rustle- ଗଣ୍ଡଗୋଳ
thunder-clouds- ବଜ୍ର ମେଘ
clap- କରତାଳି
shut- ବନ୍ଦ କର
eager- ଆଗ୍ରହୀ
such- ଏହିପରି
hurry- ଜଲ୍ଦି
Odia Explain
କବି ରବୀନ୍ଦ୍ର ନାଥ ଟାଗୋର ଏହି କବିତାରେ ଜୁନ ମାସ ବିଷୟରେ ବର୍ଣ୍ଣନା କରିଛନ୍ତି | ଜୁନ ମାସରେ ମେଘୁଆ ଆକାଶରୁ ମେଘ ସହିତ ବିଜୁଳି ଓ ଘଡ଼ଘଡ଼ି ମାରେ | ଏହି ସମୟରେ ପୂର୍ବ ଦିଗରୁ ପବନ ବହେ | ଏହି ପବନ ବାଉଁଶ ବୁଦା କିମ୍ବା ବାଉଁଶରେ ତିଆରି ବାଦ୍ୟଯନ୍ତ୍ର ମଧ୍ୟଦେଇ ଗଲାବେଳେ ଏକ ସୁନ୍ଦର ସଂଗୀତ ସୃଷ୍ଟି ହୁଏ |
ବର୍ଷା ଋତୁରେ ଅନେକ ଫୁଲ ଘାସପଡ଼ିଆରେ ଫୁଟି ବହୁତ ସୁନ୍ଦର ଦେଖାଯା'ନ୍ତି ଓ ନାଚୁଥାଆନ୍ତି | କବି ତାଙ୍କ ମାଆକୁ କହିଛନ୍ତି ଯେ ବୋଧହୁଏ ଫୁଲଗୁଡ଼ିକ ମାଟି ତଳେ ତଳେ ସେମାନଙ୍କ ବିଦ୍ୟାଳୟକୁ ଯାଆନ୍ତି | କବାଟ ବନ୍ଦ ଥିବା ଶ୍ରେଣୀରେ ସେମାନେ ପାଠ ପଢ଼ନ୍ତି | ଯଦି ପଢା ସମୟରେ ସେମାନେ ବାହାରକୁ ବୁଲିବା ପାଇଁ ଆସିବେ ତେବେ ସେମାନଙ୍କ ଗୁରୁ ସେମାନଙ୍କୁ ଗୋଟିଏ କୋଣରେ ଛିଡ଼ା କରିଦେବେ | ତେଣୁ ସେମାନେ ପଢ଼ା ସମୟରେ ବାହାରକୁ ଆସନ୍ତି ନାହିଁ |
ବର୍ଷା ଋତୁରେ ଜଙ୍ଗଲରେ ଗଛ ଓ ମେଘମାଳ ପବନ ଯୋଗୁଁ ଗର୍ଜନ କରନ୍ତି | ଲାଗେ ଯେମିତି ସେମାନେ ତାଳି ମାରୁଛନ୍ତି | ଏହି ସମୟରେ ଫୁଲମାନଙ୍କର ବିଦ୍ୟାଳୟ ଛୁଟି ଥାଏ | ତେଣୁ ସେମାନେ ବିଭିନ୍ନ ରଙ୍ଗର ପୋଷାକ ପିନ୍ଧି ବାହାରକୁ ବାହାରନ୍ତି |
କବିତାର ଶେଷ ଧାଡ଼ି ପାଠକଙ୍କ ଆଖିରେ ଲୁହ ଆଣିଥାଏ | କବି କହିଛନ୍ତି ଯେ ସେ ଜାଣନ୍ତି କାହିଁକି ଫୁଲଗୁଡ଼ିକ ଆକାଶକୁ ଉଠାନ୍ତି। ସେମାନେ ଏପରି କରନ୍ତି କାରଣ ସେମାନଙ୍କର ମା ଆକାଶରେ ଅଛନ୍ତି, ଠିକ୍ ସେହିଭଳି କବିଙ୍କ ମାତା ଯିଏ କି ତାଙ୍କ ଦେହାନ୍ତ ପରେ ଆକାଶରେ ତାରକା ହୋଇଥିଲେ |
English Explain-
Poet Rabindranath Tagore describes the month of June in this poem. Lightning and thunderstorms with clouds from the sky in June. At this point the wind blows from the east. A beautiful music is created when this wind passes through the bamboo bushes or the bamboo musical instruments.
During the rainy season, many flowers bloom on the jungle and look very beautiful. The poet tells his mother that perhaps the flowers go to their school underground. They read the text in closed the door of class class. If they come out for a walk during class, their teacher will put them in a corner. So they don’t come out while reading.
Trees and clouds roar in the forest during the rainy season. It's as if they are clapping. At this time the flowers have holiday in school. So they come out wearing different colored clothes.
The last line of the poem brings tears to the eyes of the reader The poet says he knows why flowers rise to the sky. They do this because their mother is in heaven, just as the mother of the poet who became a star in the sky after her death.
***

କବି ରବୀନ୍ଦ୍ର ନାଥ ଟାଗୋର ଏହି କବିତାରେ ଜୁନ ମାସ ବିଷୟରେ ବର୍ଣ୍ଣନା କରିଛନ୍ତି | ଜୁନ ମାସରେ ମେଘୁଆ ଆକାଶରୁ ମେଘ ସହିତ ବିଜୁଳି ଓ ଘଡ଼ଘଡ଼ି ମାରେ | ଏହି ସମୟରେ ପୂର୍ବ ଦିଗରୁ ପବନ ବହେ | ଏହି ପବନ ବାଉଁଶ ବୁଦା କିମ୍ବା ବାଉଁଶରେ ତିଆରି ବାଦ୍ୟଯନ୍ତ୍ର ମଧ୍ୟଦେଇ ଗଲାବେଳେ ଏକ ସୁନ୍ଦର ସଂଗୀତ ସୃଷ୍ଟି ହୁଏ | କବି ରବୀନ୍ଦ୍ର ନାଥ ଟାଗୋର ଏହି କବିତାରେ ଜୁନ ମାସ ବିଷୟରେ ବର୍ଣ୍ଣନା କରିଛନ୍ତି | ଜୁନ ମାସରେ ମେଘୁଆ ଆକାଶରୁ ମେଘ ସହିତ ବିଜୁଳି ଓ ଘଡ଼ଘଡ଼ି ମାରେ | ଏହି ସମୟରେ ପୂର୍ବ ଦିଗରୁ ପବନ ବହେ | ଏହି ପବନ ବାଉଁଶ ବୁଦା କିମ୍ବା ବାଉଁଶରେ ତିଆରି ବାଦ୍ୟଯନ୍ତ୍ର ମଧ୍ୟଦେଇ ଗଲାବେଳେ ଏକ ସୁନ୍ଦର ସଂଗୀତ ସୃଷ୍ଟି ହୁଏ |
0 Comments