Poem Name- FROM THE FORMALIN JAR
Poet- Dr. Reeta S. Mani
Poem-
Hi ! I am Vicky’s brilliant brain
Sitting in a formalin jar with disdain;
On display to promote knowledge gain
Watching people stare at me again and again.
How insulting to be called a ‘specimen’
Two years ago I was part of a living human;
I got no stroke, tumor or bugs within
Yet ended up in this jar, to my chagrin.
Vicky was a young boy, smart and sane
Full of life and vigour, sun, wind or rain;
Computers and maths were his domain
His motto in life was ‘No pain, No gain’.
Vicky’s love for his parents was truly insane
And he adored his gran’ma, wrinkles and cane;
In college, when he stole a glance at Lorraine
Why his heart went thud-thud, only I could explain!
On a wet monsoon day, for a task mundane
Vicky rode his bike to his friend in the next lane;
For once, from wearing his helmet he did refrain God!
He met with an accident gory and inhumane.
All it took was a stray moment inane
A young life lost, a family crushed with pain;
Dear friends, take care; risky driving can be bane
DRIVE SAFE- let your precious life not be in vain!
Odia Explain-

ଏହି କବିତାରେ କବି ଏକ ସଡକ ଦୁର୍ଘଟଣାର ବର୍ଣ୍ଣନା କରିଛନ୍ତି ଯେଉଁଥିରେ ସେ ଶିଶୁର ମସ୍ତିଷ୍କର ଏକ ଉଦାହରଣ ଦେଇଛନ୍ତି | ହାଏ, ଏହା ହେଉଛି ବିକି (ଏକ ବାଳକ) ସ୍ମାର୍ଟ ମସ୍ତିଷ୍କ ଯାହା ଏକ ରାସାୟନିକ କାଚ ପାତ୍ରରେ ଅବହେଳିତ ଅବସ୍ଥାରେ ଗଚ୍ଛିତ | ବାୟୋଲୋଜି ଛାତ୍ର କିମ୍ବା ଲୋକମାନେ ଏହାକୁ ବାରମ୍ବାର ଦେଖିବାପାଇଁ ଏବଂ ଏହା ବିଷୟରେ ଜାଣିବାକୁ ଆସୁଛନ୍ତି |
ସେହି ମସ୍ତିଷ୍କକୁ ଏଠାରେ ବହୁତ ଅପମାନ ଲାଗୁଛି | ସେହି ମସ୍ତିଷ୍କ ଦୁଇ ବର୍ଷ ପୂର୍ବେ ଜଣେ ମଣିଷର ଅଂଶବିଶେଷ ଥିଲା | ତା'ର କୌଣସି ଆବୁ ନଥିଲା, କୌଣସି ମସ୍ତିଷ୍କ ରୋଗ ନଥିଲା | କୌଣସି ଅସୁସ୍ଥତା ନଥିଲା | ତଥାପି ତାକୁ ଏହି ରାସାୟନିକ ପାତ୍ର ଭିତରକୁ ଆସିବାକୁ ପଡିଲା | ଏହି କଥା ମସ୍ତିଷ୍କ ଦୁଃଖରେ କହୁଛି |
ଭିକି ଜଣେ ଯୁବକ ଥିଲା | ସିଏ ବହୁତ ସୁନ୍ଦର ଆଉ ସୁସ୍ଥ ଥିଲା | ସେ ତା' ନିଜ ଯତ୍ନ ନିଜେ ନେଉଥିଲା | ସେ କମ୍ପୁଟର ଓ ଗଣିତରେ ପାରଦର୍ଶିତା ହାସଲ କରିଥିଲା | ସେ ଜାଣିଥିଲା ଯେ ବିନା କଷ୍ଟରେ କୌଣସି କାମ ହୁଏ ନାହିଁ | ତେଣୁ ସେ କଠିନ ପରିଶ୍ରମ କରୁଥିଲା |
ଭିକି ତା' ପିତାମାତାଙ୍କୁ ବହୁତ ଭଲ ପାଉଥିଲା | ସେ ତା ଜେଜେ ମା ଯାହାର ଚର୍ମ କୁଞ୍ଚିତ ହେଇଯାଇଥିଲା ଓ ବାଡ଼ି ଧରି ଚାଲୁଥିଲା ତାକୁ ମଧ୍ୟ ବହୁତ ଭଲ ପାଉଥିଲା | କିନ୍ତୁ ଯେତେବେଳେ ସେ କଲେଜେର Lorraine ନାମକ ଝିଅକୁ ଅନେଇଲା , ସେତେବେଳେ କାହିଁକି ତା'ର ହୃଦସ୍ପନ୍ଦନ ବଢିଗଲା ତାହା କେବେଳ କବି କହିପାରିବେ ?
ବର୍ଷା ଦିନେ ଭିକିର କୌଣସି କାମ ଥିଲା | ତେଣୁ ସେ ତା ସାଙ୍ଗ ପାଖକୁ ଯିବାପାଇଁ ମଟରସାଇକେଲ ବାହାର କଲା ଆଉ ବିନା ହେଲ୍ମେଟ ରେ ଗାଡି ଚଳାଇଲା | ରାସ୍ତାରେ ତା'ର ଦୁର୍ଘଟଣା ଘଟିଲା | ଦୁର୍ଘଟଣା ସ୍ଥାନରେ ସେ ରକ୍ତରେ ଜୁଡୁବୁଡୁ ହେଇ ପଡିଥିଲା ଆଉ ତା'ର ମୃତ୍ୟୁ ହେଇଯାଇଥିଲା |
ଗୋଟିଏ ମୁହୂର୍ତ୍ତରେ ସବୁକିଛି ସରିଯାଇଥିଲା | ଯୁବକ ପୁଅକୁ ହରାଇ ତା' ପରିବାର ଦୁଃଖ ଯନ୍ତ୍ରଣାରେ ଭାଙ୍ଗି ପଡ଼ିଥିଲେ | ତେଣୁ କବି ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଲାନ୍ତୁ ନାହିଁ | ହେଲ୍ମେଟ ପିନ୍ଧି ଓ ଟ୍ରାଫିକ ନିୟମ ମାନି ଗାଡ଼ି ଚଲାନ୍ତୁ ଓ ସୁରକ୍ଷିତ ରୁହନ୍ତୁ |
***
0 Comments