ଜଗନ୍ନାଥ ଆଖି ଥିବା ଶାଗୁଣା ଏକ ବିଶାଳ ପକ୍ଷୀ ଯିଏ କେନ୍ଦ୍ରୀୟ ଏବଂ ଦକ୍ଷିଣ ଆମେରିକାର ମେକ୍ସିକୋ ଏବଂ ଆର୍ଜେଣ୍ଟିନାରେ ଦେଖାଯାଏ । ଏହାର ଆଖି ଭଗବାନ ଜଗନ୍ନାଥଙ୍କ ଆଖି ପରି ମଝି ଅଂଶ କଳା, କଳା ଚାରିପଟେ ଧଳା ଏବଂ ଧଳା ଚାରିପଟେ ନାଲି ରଙ୍ଗ । ଏହାର ଥୋଣ୍ଟ ନାଲି ଏବଂ ଥୋଣ୍ଟୋ ଉପରକୁ କମଳା ରଙ୍ଗର ଫୁଲ ଓ ହଳଦିଆ ଏବଂ ଲାଲ ରଙ୍ଗର ବେକ ଅତିବ ଆକର୍ଷଣୀୟ । ଏହି ପକ୍ଷୀର ହାରାହାରି ଜୀବନ କାଳ 30 ବର୍ଷ ।
0 Comments