Search This Blog

କାଠଗୋଛି- ଓଡ଼ିଶାର Blue Lake

 

କାଠଗୋଛି ବା ନୀଳ ହ୍ରଦ ବାଲେଶ୍ୱରର ମିତ୍ରପୁରରେ ଅବସ୍ଥିତ ଏକ ସୁନ୍ଦର ହ୍ରଦ ଅଟେ । ବାଲେଶ୍ୱର ସହର ଠାରୁ ଏହା 17.2 କି.ମି. ଦୂରରେ ଅବସ୍ଥିତ ।ଏହା ଏକ ଖାଦାନ ଥିଲା । ପୂର୍ବରୁ ଏହାର ରୂପରେଖ ନ ଥିଲା । ପରେ ଏଠାରେ ଏକ ଗର୍ତ୍ତ ସୃଷ୍ଟି ହୋଇ ସେଥିରେ ପାଣି ଜମିଲା ଆଉ ନୀଳ ହ୍ରଦର ରୂପ ପାଇଲା । ଏହା picnic ପାଇଁ ଏକ ସୁନ୍ଦର ସ୍ଥାନ ଅଟେ ।  ଆକାଶ ପ୍ରତିଫଳିତ ହୋଇ ଏହାର ଜଳ ନୀଳ ଦେଖାଯାଉଥିବାରୁ ଏହାର ନାମ ନୀଳ ହ୍ରଦ ହେଇଛି ।  ଅପରାହ୍ନ 4ଟା  ସୁଦ୍ଧା ଏଠାରେ ଭ୍ରମଣ କରିହବ।  କାରଣ ଏହାପରେ ଏଠାରେ ଭାଲୁ ଚଳପ୍ରଚଳ କରନ୍ତି ।  

___________________________________

Post a Comment

0 Comments